thumbnail

ଶିମିଳିପାଳରେ ବଢୁଛି ଗହଳି, ମନମୋହୁଛି ଜଳପ୍ରପାତ

By

Published : Dec 18, 2019, 5:24 PM IST

ପିକନିକ ଋତୁ ଆରମ୍ଭରେ ଶିମିଳିପାଳ ଅଭୟାରଣ୍ୟରେ ଭିଡ ଜମାଇଛନ୍ତି ପର୍ଯ୍ୟଟକ । ଘଞ୍ଚ ଜଙ୍ଗଲ, ବନ୍ୟଜନ୍ତୁ ସାଙ୍ଗକୁ ଅଭୟାରଣ୍ୟ ଭିତରେ ଥିବା ଜଳପ୍ରପାତର ମନଭରି ମଜା ନେଉଛନ୍ତି ପର୍ଯ୍ୟଟକ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.