ଅଗଷ୍ଟ ମାସର ଦ୍ଵିତୀୟ ସାପ୍ତାହିକ ସଟଡାଉନ: ପୋଲିସର କଡ଼ା ଚେକିଂ - ପୋଲିସର କଡ଼ା ଚେକିଂ

🎬 Watch Now: Feature Video

thumbnail

By

Published : Aug 8, 2020, 12:33 PM IST

ବାଲେଶ୍ବର: ବାଲେଶ୍ବରରେ ଅଗଷ୍ଟ ମାସର ଦ୍ଵିତୀୟ ସାପ୍ତାହିକ ସଟଡାଉନ ଶନିବାର ଆରମ୍ଭ ହୋଇଛି। ସହରର ବିଭିନ୍ନ ଛକରେ ପୋଲିସ ବିନା କାରଣରେ ବାହାରୁଥିବା ଲୋକମାନଙ୍କ ପାଖରୁ ଫାଇନ ଆଦାୟ କରୁଛି। ମାସ୍କ, ହେଲମେଟ ଆଦିର ଜୋରଦାର ଚେକିଂ କରାଯାଉଛି। ସହରର ଭିତରେ ପେଟ୍ରୋଲିଂକୁ ଜୋରଦାର କରାଯାଇଛି । ଗୋଟିଏ ଦିନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 52 ହୋଇଥିବା ବେଳେ ସଟଡାଉନ ନିୟମ କଡାକଡି କରାଯାଇଛି। ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.