thumbnail

By

Published : Nov 10, 2020, 10:07 AM IST

ETV Bharat / Videos

‘ଜନାଦେଶ ମୋ ପାଇଁ ସର୍ବୋପରି’

ବାଲେଶ୍ବର: ସଦର ଉପନିର୍ବାଚନ ଲାଗି ଜାରି ରହିଛି ଭୋଟ ଗଣତି । ଗଣତି ପାଇଁ କେନ୍ଦ୍ରରେ ପହଞ୍ଚିଛନ୍ତି ମମତା କୁଣ୍ଡୁ । ଜନତାଙ୍କ ଫଳାଫଳ ମୋ ପାଇଁ ସର୍ବୋପରି ବୋଲି କହିଛନ୍ତି ମମତା । ସାଧାରଣ ନିର୍ବାଚନ ଠାରୁ ଏଥର ଭଲ ହେବ ବୋଲି ସେ ଆଶା ରଖିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.