ଆବାସ ଘୋଟାଲା; କାଗଜପତ୍ରରେ ପକ୍କାଘର, କଚ୍ଚା ଘରେ ରହୁଛନ୍ତି ହିତାଧିକାରୀ - awasa corruption in narla block

🎬 Watch Now: Feature Video

thumbnail

By

Published : Jan 10, 2020, 6:03 PM IST

ଆବାସ ଯୋଜନାରେ ଘୋଟାଲା । ଖାଲି କାଗଜପତ୍ରରେ ଦିଆଯାଇଛି ଘର । ହେଲେ ବାସ୍ତବତା ପୂରା ଭିନ୍ନ । କଚ୍ଚା ଘରେ ଏବେ ବି ରହୁଛନ୍ତି ହିତାଧିକାରୀ । ଏପରି ଦେଖିବାକୁ ମିଳିଛି କଳାହାଣ୍ଡି ନର୍ଲା ବ୍ଲକ ପୋଙ୍ଗ ଗାଁରେ । ଦେଖନ୍ତୁ ସମ୍ପୂର୍ଣ୍ଣ ଖବର...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.