ଆଉ ଏକ ତାରିଖରେ ପରୀକ୍ଷା ଦେବେ କୋଭିଡ ପଜିଟିଭ JEE ମେନ ପରୀକ୍ଷାର୍ଥୀ - JEE Main entrance
🎬 Watch Now: Feature Video
ବ୍ରହ୍ମପୁର: ସହର ଉପକଣ୍ଠ ରୋଲାଣ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସେଣ୍ଟରରେ JEE ମେନ ପରୀକ୍ଷାରୁ ବଞ୍ଚିତ ହେଲେ କୋଭିଡ ପଜିଟିଭ ପରୀକ୍ଷାର୍ଥୀ । ଦୀର୍ଘ ସମୟ ଅପେକ୍ଷା ପରେ ପରୀକ୍ଷା ନ ଦେଇ ପାରି ଘରକୁ ଫେରିଲେ ପରୀକ୍ଷାର୍ଥୀ । ତେବେ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅନୁଯାଇ ଦେଶର ସମସ୍ତ କୋଭିଡ ପଜିଟିଭ ପରୀକ୍ଷାର୍ଥୀଙ୍କ ପାଇଁ ଅନ୍ୟ ଏକ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ ।