ଆନ୍ଧ୍ର-ଓଡିଶା ସୀମା ବିବାଦ, ଆଜି ଜନପ୍ରତିନିଧିଙ୍କ ବୈଠକ

By

Published : Jan 4, 2021, 5:40 PM IST

thumbnail
କୋରାପୁଟ: ଆଜି ଆନ୍ଧ୍ର-ଓଡିଶା ସୀମା ବିବାଦ ସମାଧାନ ଉଦ୍ୟମ । ଆନ୍ଧ୍ର ଓଡିଶା ସୀମାନ୍ତ ସମ୍ବାଇ ଠାରେ ଜନପ୍ରତିନିଧି ମାନଙ୍କ ମଧ୍ୟରେ ବସିପାରେ ବୈଠକ । ଏହି ଆଲୋଚନାରେ କୋରାପୁଟ, ଲକ୍ଷ୍ମୀପୁର, ପଟାଙ୍ଗୀ ବିଧାୟକ, କୋରାପୁଟ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ସମେତ ବିହନ ନିଗମ ଅଧ୍ୟକ୍ଷ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ବି ଉପସ୍ଥିତ ରହିବେ । ସମ୍ବାଇ ପଞ୍ଚାୟତ ବାସିନ୍ଦାଙ୍କ ସହ ସେମାନେ ଆଲୋଚନା କରିବେ । ତାଙ୍କ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସାମିଲ ରହିବେ ବୋଲି କହିଛନ୍ତି ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ ଜଣାଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.