ଅମ୍ଫାନ ପ୍ରଭାବ, ଜଳବନ୍ଦୀ ବମିଖାଲ

By

Published : May 20, 2020, 1:54 PM IST

thumbnail
ଭୁବନେଶ୍ବର: ବାତ୍ୟା ଅମ୍ଫାନ ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ସହ ପବନର ବେଗ ବଢିବାରେ ଲାଗିଛି । ଏହାର ପ୍ରଭାବ ମଧ୍ୟ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି । ରାଜଧାନୀରେ 37 କିଲୋମିଟର ବେଗରେ ପବନ ବହୁଥିବା ବେଳେ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ସ୍ଥାନ ଜଳବନ୍ଦୀ ହୋଇଛି । କଟକ ରୋଡର ବମିଖାଲ ରାସ୍ତାରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ଏହାସହ ବମିଖାଲଠାରେ ଗଛ ପଡି ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହିଥିବା ସୂଚନା ମିଳିଛି । ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.