thumbnail

2019 ନିର୍ବାଚନ: ପୈତୃକ ଗ୍ରାମରେ ଭୋଟ ଦେଲେ ବଳଭଦ୍ର

By

Published : Apr 11, 2019, 1:31 PM IST

Updated : Apr 11, 2019, 3:45 PM IST

ନବରଙ୍ଗପୁର: ଚଳିତ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସୁରୁଖୁରୁରେ ଚାଲିଛି । ଏହି ଅବସରରେ ନବରଙ୍ଗପୁର ସଂରକ୍ଷିତ ସଂସଦୀୟ କ୍ଷେତ୍ରରୁ ପୂର୍ବତନ ସାଂସଦ ତଥା ଚଳିତ ଥର ବିଜେପିରୁ ପ୍ରାର୍ଥୀ ବଳଭଦ୍ର ମାଝୀ ମତଦାନ କରିଛନ୍ତି । ନିଜ ପତ୍ନୀଙ୍କ ସହ ଆସି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ସେ।
Last Updated : Apr 11, 2019, 3:45 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.