ବ୍ରହ୍ମପୁର ବସ ଦୁର୍ଘଟଣାକୁ ବର୍ଷେ - berhempur bus accident
🎬 Watch Now: Feature Video
ବ୍ରହ୍ମପୁର: ଗତବର୍ଷ ଫେବୃୟାରୀ ୯ ତାରିଖରେ ଘଟିଥିଲା ଲୋମହର୍ଶଣକାରୀ ଦୁର୍ଘଟଣା । ୧୧ କେଭି ବିଦ୍ୟୁତ୍ ତାର ଲାଗି ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ରୁ ଉର୍ଦ୍ଧ୍ୱ ହୋଇଥିଲେ ଗୁରୁତର । ଦୁର୍ଘଟଣାକୁ ବିତିଛି ବର୍ଷେ କିନ୍ତୁ ଏବେବି ଆଖିରୁ ଲିଭିନି ସେ ଲୋମହର୍ଷଣକାରୀ ଦୃଶ୍ୟ ।