'ନବୀନଙ୍କୁ ଧନ୍ୟବାଦ, ଅଲମ୍ପିକରେ ପଦକ ବିଜୟ ସ୍ବପ୍ନ ହେଲା ପୂରଣ' - ମନପ୍ରୀତ ସିଂହଙ୍କ ଭିଡିଓ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12683137-thumbnail-3x2-hocky.jpg)
ଟୋକିଓ: "ଏହା ଆମ ପାଇଁ ଏକ ସ୍ପେଶିଆଲ କ୍ଷଣ । ଶେଷରେ ଅଲମ୍ପିକରେ ଏକ ପଦକ ଜିତିବା ସ୍ବପ୍ନ ପୂରଣ ହୋଇଛି । ଏହାକୁ ନେଇ ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଯେତେବଳେ ସାରା ଦେଶରେ କ୍ରିକେଟ ଲୋକପ୍ରିୟ ହୋଇ ରହିଥିଲା । ସେତେବେଳେ ସେ ହକିକୁ ଆପଣେଇଥିଲେ । ଯାହାର ଫଳାଫଳ ଏବେ ଦେଖିବାକୁ ମିଳିଛି।" ଅଲମ୍ପିକରେ ଐତିହାସିକ ବିଜୟ ପରେ ଏହା କହିଛନ୍ତି ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ।