ଆଇପିଏଲ ସମର: ଆବୁଧାବିରେ ପ୍ଲେ-ଅଫ୍‌ ଏଣ୍ଟ୍ରି ପାଇଁ ଦିଲ୍ଲୀ ବନାମ ବାଙ୍ଗାଲୋର ଲଢେଇ

By

Published : Nov 2, 2020, 7:53 PM IST

thumbnail

ଆବୁଧାବି: ପ୍ଲେ-ଅଫ ଟିକେଟ ଲଢେଇରେ ଦୁଇ ଦଳ ପାଇଁ ଏହା ଡୁ-ଅର-ଡାଇ ମ୍ୟାଚ ହୋଇଛି । ବିଜୟୀ ଦଳକୁ ମିଳିବ ପ୍ଲେ-ଅଫ ଟିକେଟ ଆଉ ପରାଜୟ ଦଳକୁ ଭାଗ୍ୟ ହିଁ ସାହା । ତେଣୁ ଏହି ଫଟାଫଟ କ୍ରିକେଟ ଋତୁରେ ଆଇପିଏଲର ପ୍ରତି ମ୍ୟାଚ ଅପଡେଟ ସହ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା ଆଇପିଏଲ ସମର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.