ଆଇପିଏଲ ସମର: ଚେନ୍ନାଇ-ପଞ୍ଜାବ ମ୍ୟାଚର ରେକର୍ଡ ଗଣତି - CSK vs KXIP
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9392598-thumbnail-3x2-acasc.jpg)
ଆବୁଧାବି: ଆଜିର ଡବଲହେଡର ପ୍ରଥମ ମ୍ୟାଚରେ ଚେନ୍ନାଇକୁ ଭେଟିବ ପଞ୍ଜାବ । ଧୋନି ବାହିନୀ ଚାହିଁବେ ବିଜୟ ଲାଭ କରି ସମ୍ମାନ ସହ ଲିଗ୍ରୁ ବିଦାୟ ନେବାକୁ । ଅନ୍ୟପଟେ ପ୍ଲେଅଫ୍ରେ ଏଣ୍ଟ୍ରି ମାରିବାକୁ ପଞ୍ଜାବ କରିବ ଫାଇଟ ।