ଆଇପିଏଲ 21ତମ ମ୍ୟାଚ: ଚେନ୍ନାଇ-କୋଲକତା ମ୍ୟାଚର ରେକର୍ଡ - MATCH PREVIEW
🎬 Watch Now: Feature Video
ଆବୁଧାବି: ତିନିଥର ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗ୍ସ ଆଜି ଶେଖ ଜାଏଦ ଷ୍ଟାଡିୟମରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 13 ତମ ସିଜନର 21 ତମ ମ୍ୟାଚରେ ଦୁଇଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ସହିତ ମୁହାଁମୁହିଁ ହେବ । ସିଜିନର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବା ପରେ ଦଳ କ୍ରମାଗତ ତିନିଟି ମ୍ୟାଚ୍ ହାରି ପୁଣି ଜିତିଛି ।