ଭାରତ ବନାମ ଅଷ୍ଟ୍ରେଲିଆ; ଟି-20 ସିରିଜ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ - ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9773758-thumbnail-3x2-wc.jpg)
ସିଡନି: ଜାରି ରହିଛି ଟିମ ଇଣ୍ଡିଆର ଟି-20 ମ୍ୟାଚ ବିଜୟଧାରା । ବିରାଟ ବାହିନୀ ଖେଳିଥିବା ଶେଷ ଦୁଇଟି ସୁପରଓଭର ସମେତ 9ଟି ଟି-20 ମ୍ୟାଚରେ ଅପରାଜେୟ ରହିଛି । ଅଷ୍ଟ୍ରେଲିଆ ବିପକ୍ଷ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ ଜିତିସାରିଛି ଭାରତ । ଫଳରେ ଦ୍ବିତୀୟ ମ୍ୟାଚକୁ ଜିତି ସିରିଜ କବ୍ଜା ଲକ୍ଷ୍ୟରେ ରହିଛି ଦଳ ।