ସାଇକେଲ ଚଲାଇ ନିଜକୁ ଫିଟ ରଖୁଛନ୍ତି ଜାହ୍ନଭୀ-ଖୁସି - ସାଇକେଲ ଚଲାଇ ନିଜକୁ ଫିଟ ରଖୁଛନ୍ତି ଜାହ୍ନଭୀ-ଖୁସି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11844020-284-11844020-1621590620264.jpg)
ମୁମ୍ବାଇ: ଜାହ୍ନଭୀ କପୁର ଏବଂ ତାଙ୍କ ଭଉଣୀ ଖୁସି କପୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁହେଁ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନ ନିକଟରେ ସାଇକେଲ ଚଳାଉଥିବାର ନଜର ଆସିଛନ୍ତି । COVID-19ର ଦ୍ବିତୀୟ ଲହରରେ ଜିମ୍ ଗୁଡିକ ବନ୍ଦ ରହିଥିବାରୁ ଦୁଇ ଭଉଣୀ ସାଇକେଲ ଚଲାଇ ନିଜକୁ ଫିଟ ରଖୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ