thumbnail

By

Published : May 22, 2021, 4:50 PM IST

ETV Bharat / Videos

ପୁଅକୁ କ୍ଷୀର ପିଆଉଛନ୍ତି ବାବୁସାନ, ଭିଡିଓ ଭାଇରାଲ

ଭୁବନେଶ୍ବର: ସାରା ଦେଶରେ ଏବେ କୋରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି । ଆଉ ଏହାକୁ ରୋକିବା ଦିଗରେ ଓଡ଼ିଶାରେ ପୁଣିଥରେ ଜୁନ ୧ ପର୍ଯ୍ୟନ୍ତ ସରକାର ଲକଡାଉନ ବୃଦ୍ଧି କରିଛନ୍ତି । ସାଧାରଣ ଲୋକଠୁ ଆରମ୍ଭ କରି ସେଲିବ୍ରିଟି ସମସ୍ତେ ଘରେ ଲକ । ଆଉ ସେଲିବ୍ରିଟିଙ୍କ ସୁଟିଂ ବନ୍ଦ ଯୋଗୁଁ ଘରେ ସେମାନେ ସମୟ କାଟୁଛନ୍ତି । ଏହି ସମୟରେ ଓଲିଉଡ ସୁପରଷ୍ଟାର ବାବୁସାନଙ୍କ ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି । ସେ ପୁଅକୁ କ୍ଷୀର ପିଆଉଥିବାର ଭିଡିଓରେ ନଜର ଆସିଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.