thumbnail

ବାନ୍ଦ୍ରା କ୍ଲିନିକରେ ରଣବୀର

By

Published : Apr 16, 2021, 10:28 AM IST

ମୁମ୍ବାଇ: ନିକଟରେ କୋରୋନା ସଂକ୍ରମିତ ହୋଇଥିବା ବଲିଉଡର ହ୍ୟାଣ୍ଡସମ ଆକ୍ଟର ରଣବୀର କପୁର ନିଜ ମା' ତଥା ଅଭିନେତ୍ରୀ ନୀତୁ କପୁରଙ୍କ ସହ ବାନ୍ଦ୍ରାର ଏକ କ୍ଲିନିକରେ ନଜର ଆସିଲେ । ବର୍ତ୍ତମାନ ତାଙ୍କ କୋରୋନା ରିପୋର୍ଟ ନେଗେଟିଭ ବାହାରିଛି । ଖୁବଶୀଘ୍ର ନିଜ ଗାର୍ଲଫ୍ରେଣ୍ଡ ଆଲିୟା ଭଟ୍ଟଙ୍କ ସହ ସେ ନିର୍ଦ୍ଦେଶକ ଆର୍ଯ୍ୟନ ମୁଖାର୍ଜୀଙ୍କ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.