thumbnail

ବଲିଉଡ ଡିଭାଙ୍କ ସମର ଲୁକ୍

By

Published : Mar 19, 2021, 11:03 AM IST

ମୁମ୍ବାଇ: ଗୁରୁବାର ମୁମ୍ବାଇରେ ନଜର ଆସିଲେ ଅନେକ ବଲିଉଡ ଡିଭା । ସୁପର ମଡେଲ ତଥା ଭିନେତ୍ରୀ ମଲାଇକା ଅରୋରାଙ୍କୁ ପ୍ରିଣ୍ଟେଡ୍ ଟପ୍ ଏବଂ ଡେନିମ୍ ଜିନ୍ସ ସହ ଦେଖିବାକୁ ମିଳିଥିଲା । ସେ ବାନ୍ଦ୍ରା ସେଲୁନରେ ନଜର ଆସିଥିବା ବେଳେ ସୁନ୍ଦରୀ ଦିବ୍ୟା ଖୋସଲା ବିଶେଷ ଫିଲ୍ମସ୍ ବାହାରେ ଦେଖାଯାଇଥିଲେ । ସେହିପରି ଭୂମିକ ପେଡନେକରଙ୍କୁ ହାଇ ସ୍ଲେଟ ସମର ଡ୍ରେସରେ ଦେଖିବାକୁ ମିଳିଥିଲା । ଆଉ କରିସ୍ମା କପରୁ ଏୟାରପୋର୍ଟ ଲୁକ୍‌ରେ ଖୁବ୍ ଷ୍ଟାଇଲିସ୍ ଲାଗୁଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.