ସମ୍ବଲପୁରୀ ଶାଢୀର ପ୍ରଶଂସାରେ ବିଦ୍ୟା ବଲାନ - ସମ୍ବଲପୁରୀ ଶାଢ଼ୀକୁ ଅଭିନେତ୍ରୀ ବିଦ୍ୟାବାଲନଙ୍କ ପ୍ରଶଂସା

🎬 Watch Now: Feature Video

thumbnail

By

Published : Jul 31, 2020, 1:10 PM IST

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲାର ରମାକାନ୍ତ ମେହେରଙ୍କ ଦ୍ବାରା ନିର୍ମିତ ସମ୍ବଲପୁରୀ ରେଶମ ଶାଢ଼ୀ ବଲିଉଡ ଜଗତର ଆଗଧାଡ଼ିର ଅଭିନେତ୍ରୀ ବିଦ୍ୟା ବଲାନ ପ୍ରଶଂସା କରିଛନ୍ତି । ବିଦ୍ୟା ବଲାନଙ୍କର ଆଗାମୀ ଚଳଚିତ୍ର ଶକୁନ୍ତଳା ଦେବୀର ପ୍ରମୋସନ ପାଇଁ ଏହି ଶାଢ଼ୀ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି । ତେବେ ଶାଢୀକୁ ନେଇ ବିଦ୍ୟାବାଲନ ଭିଡ଼ିଓରେ ବହୁତ ଖୁସି ଥିବା ନଜର ଆସିଛନ୍ତି । ସମସ୍ତ ସମ୍ବଲପୁରୀ ଶାଢ଼ୀ ବୁଣାକାରଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି ବିଦ୍ୟା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.