Municipal Election: ଭୋଟ ଦେଲେ ନୂଆ ଓ ଦିବ୍ୟାଙ୍ଗ ଭୋଟର

By

Published : Mar 24, 2022, 10:17 PM IST

Updated : Feb 3, 2023, 8:20 PM IST

thumbnail
ଭୁବନେଶ୍ୱର: ମହାନଗର ନିଗମ ମତଦାନରେ ସାମିଲ ହେଲେ ନୂଆ ଓ ଦିବ୍ଯାଙ୍ଗ ଭୋଟର । ଦିବ୍ଯାଙ୍ଗ ହେଲେ ମଧ୍ୟ ଗଣତାନ୍ତ୍ରରେ ନିଜ ଅଧିକାର ସାବ୍ୟସ୍ତ କରିଛନ୍ତି । ଏଥିସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଘରେ ନୁହଁ, ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବାର ପ୍ରେରଣା ସାଜିଛନ୍ତି ଏମାନେ । ସେହିପରି ନିର୍ବାଚନ ପ୍ରକ୍ରିୟାରେ ଏଥର ନୂଆ ଭୋଟର ମଧ୍ୟ ସାମିଲ ହୋଇ ବେଶ ଉତ୍କଣ୍ଠା ପ୍ରକାଶ କରିଛନ୍ତି । ପ୍ରଥମ ଥର ଭୋଟ ଦେଇ ନିଜର ଗଣତାନ୍ତ୍ରିକ ଅଧକାରକୁ ସାବ୍ୟସ୍ତ କରିଛନ୍ତି । ଯାହା ତାଙ୍କ ପାଇଁ ଏକ ନୂଆ ଅନୁଭବ ଆଣିଦେଇଛି ନୂତନ ଦେଶ ଗଠନରେ । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.