Watch Video: ବନ କର୍ମଚାରୀଙ୍କୁ ଚକଟି ଦେଲା ରାଗ ଜର୍ଜରିତ ମାଈହାତୀ - ହାତୀ ରାଗରେ ବନ କର୍ମଚାରୀଙ୍କୁ ଦଳିଦେବା ଘଟଣା
🎬 Watch Now: Feature Video
ଚେନ୍ନାଇ: ରାଗରେ ଜର୍ଜରିତ ମାଈହାତୀ । ଉତକ୍ଷିପ୍ତ ହୋଇ ଜଣେ ବନ କର୍ମଚାରୀଙ୍କୁ ଦଳି ପକାଇଛି । ହାତୀର ଏହି ଆକ୍ରମଣ ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏପରି ଏକ ଘଟଣା ଘଟିଛି ତାମିଲନାଡୁ ବନାଞ୍ଚଳ ତିଥିପାଲୟାମ ଗ୍ରାମରେ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ବନ କର୍ମଚାରୀ ।
Last Updated : Feb 3, 2023, 8:23 PM IST