ମେଲବର୍ଣ୍ଣରେ ପହଁଞ୍ଚିଲା ଟିମ୍ ଇଣ୍ଡିଆ

By

Published : Nov 4, 2022, 10:47 PM IST

Updated : Feb 3, 2023, 8:31 PM IST

thumbnail

ମେଲବର୍ଣ୍ଣ : ନଭେମ୍ବର ୬ ତାରିଖରେ ଜିମ୍ବାୱେକୁ ଭେଟିବ ଭାରତ । ଏନେଇ ଟିମ୍ ଇଣ୍ଡିଆ ମେଲବର୍ଣ୍ଣରେ ପହଁଞ୍ଚିଛି । ରୋହିତ ବାହିନୀର ସେମିଫାଇନାଲ ରାସ୍ତା ଉଜ୍ଜ୍ୱଳ ରହିଛି । ଭାରତ ଜିମ୍ବାୱେକୁ ପରାସ୍ତ କରି ୮ ରନ ହାତେଇବା ପରେ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିବ ବୋଲି କ୍ରିକେଟ ପ୍ରଶଂସକ ଆଶା ରଖିଛନ୍ତି । ଗ୍ରୁପ ୨ ପଏଣ୍ଟ ଟେବୁଲରେ ଭାରତ ୬ ପଏଣ୍ଟ ସହିତ ଶୀର୍ଷ ସ୍ଥାନରେ ରହିଛି ।

Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.