ସୁବର୍ଣ୍ଣପୁରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ

By

Published : Aug 14, 2022, 6:16 PM IST

Updated : Feb 3, 2023, 8:26 PM IST

thumbnail
ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହିକ୍ରମରେ ସୁବର୍ଣ୍ଣପୁର ସହର ନିକଟସ୍ଥ ଷ୍ଟାଡିୟମରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ଏହି ଉତ୍ସବରେ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା ସିଂ ଦେଓ ଯୋଗଦେଇ ଜାତୀୟ ପତାକାକୁ ସମ୍ମାନ ଜଣାଇବା ସହ ଭାରତ ମାତାର ଜୟଗାନ କରିଛନ୍ତି । ଲଗାଣ ବର୍ଷା ସତ୍ତ୍ବେ ଏହି କାର୍ଯ୍ୟକ୍ରମରେ ସହରର ଜନସାଧାରଣ ଯୋଗଦେଇ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.