thumbnail

By

Published : Aug 27, 2022, 8:53 PM IST

Updated : Feb 3, 2023, 8:27 PM IST

ETV Bharat / Videos

ସାମ୍ନାକୁ ଆସିଲା ସୋନାଲି ଫୋଗାଟଙ୍କ ସିସିଟିଭି ଭିଡିଓ, ନାଇଟ କ୍ଲବ ପାର୍ଟିରେ ମଦ ପିଆଇଥିଲେ PA ସୁଧୀର

ଗୋଆ: ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟର ଆଉ ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଏହି ଭିଡିଓଟି ଗୋଆର ଏକ ନାଇଟ କ୍ଲବର ବୋଲି କୁହାଯାଉଛି । ଯେଉଁଥିରେ ପାର୍ଟି ଚାଲିଥିବା ବେଳେ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ୍ ସୋନାଲିଙ୍କୁ ମଦ ପିଆଉଥିବାର ଦେଖିବାକୁ ମିଳିଛି । ମଦ ପିଇବା ସମୟରେ ସୋନାଲି ସ୍ବାଭାବିକ ନଜର ଆସୁ ନଥିବା ବେଳେ ସୁଧୀର ତାଙ୍କୁ ଅନିଚ୍ଛା ସତ୍ତ୍ବେ ମଧ୍ୟ ପିଆଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ସୁଧିର ଓ ତାର ସହଯୋଗୀଙ୍କୁ ପୋଲିସ ଗିରଫ କରିସାରିଥିବା ବେଳେ ଆଜି ରିମାଣ୍ଡରେ ମଧ୍ୟ ନେଇଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.