ETV Bharat / bharat

ରାଶିଫଳ: ଶତ୍ରୁଙ୍କୁ ପରାଜିତ କରିବେ ଏହି ରାଶିର ବ୍ୟକ୍ତି, ବୃଦ୍ଧି ପାଇବ ଆୟ - TODAY ODIA HOROSCOPE

ଆଜି ଆପଣଙ୍କ ଦିନ କେମିତି କଟିବ । କେଉଁ ରାଶିଙ୍କ ଚମକିବ ଭାଗ୍ୟ । କେଉଁମାନେ ହେବେ ଖର୍ଚ୍ଚାନ୍ତ । ପଢ଼ନ୍ତୁ ଆଜିର ରାଶିଫଳ ।

TODAY ODIA HOROSCOPE
TODAY ODIA HOROSCOPE (ETV Bharat)
author img

By ETV Bharat Odisha Team

Published : Jan 20, 2025, 12:10 AM IST

ମେଷ: ଆଜି ଆପଣ ଶାନ୍ତ ରହିପାରନ୍ତି । ଅନ୍ୟମାନେ ଆପଣଙ୍କ କାର୍ଯ୍ୟରେ ସହଯୋଗ କରିବେ । ବ୍ୟବସାୟରେ ଉନ୍ନତି ହେବ । ଉଚ୍ଚଭିଳାଷି ହେବେ । କର୍ମଚଞ୍ଚଳ ରହିବେ । ସାମାଜିର ସ୍ତରରେ ପ୍ରତିଷ୍ଠା ବୃଦ୍ଧି ପାଇବ । ପଦୋନ୍ନତି ହେବାର ସମ୍ଭାବନା ରହିଛି । ଅଟକି ରହିଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ ।

TODAY ODIA HOROSCOPE
TODAY ODIA HOROSCOPE (ARIES)

ବୃଷ: ଆଜି ନକ୍ଷତ୍ର ଆପଣଙ୍କ ପାଇଁ ବହୁତ ଶୁଭ ଅଛି । ଆପଣଙ୍କ ଏକ ଅତି ଉଜ୍ଜ୍ଵଳ ଓ ମଜାଦାର ଦିନ ଆଜି ଆସିବ । ସମସ୍ତ ଘଟଣା ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ । ଯଦି ଆପଣ ଉଚ୍ଚ ଅଧ୍ୟୟନ କରୁଛନ୍ତି, ଆପଣଙ୍କ ପ୍ରଦର୍ଶନ ବହୁତ ଭଲ ରହିବ । ଧାର ଦେଇଥିବା ଟଙ୍କା ଫେରସ୍ତ ପାଇବେ । ଶତ୍ରୁ ପରାଜିତ ହେବ ।

TODAY ODIA HOROSCOPE
TODAY ODIA HOROSCOPE (TAURUS)

ମିଥୁନ: ଆପଣଙ୍କ ଘରେ ଆଜି ଖୁସି ଓ ଉଲ୍ଲାସରେ ପରିପୂର୍ଣ୍ଣ ହେବ । ଆପଣ ପିଲାମାନଙ୍କ ସହିତ ବହୁତ ସମୟ କଟାଇବେ । ଆପଣ ବହୁତ ଦିନ ଧରି ବାକିଆ ଥିବା ଘର କାମଗୁଡିକ ଶେଷ କରିବେ ଓ ପରିବାର ସଦସ୍ୟମାନଙ୍କ ମଧ୍ୟରେ ଥିବା ମନମାଳିନ୍ୟକୁ ଠିକ କରିବେ । ଆର୍ଥିକ ସ୍ଥିତି ଭଲ ରହିବ ।

TODAY ODIA HOROSCOPE
TODAY ODIA HOROSCOPE (GEMINI)

କର୍କଟ: ଆଜି ଭାଇମାନଙ୍କଠାରୁ କିଛି ସାହାଯ୍ୟ ପାଇବେ । ବନ୍ଧୁମାନଙ୍କ ସହ ମିଳନ ଏବଂ ପ୍ରିୟଜନଙ୍କ ପାଖରୁ ଆପଣ ଲାଭବାନ ହେବେ । କୌଣସି ଏକ ରମଣୀୟ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଆଜି ଆପଣ ସବୁକାର୍ଯ୍ୟରେ ସଫଳତା ହାସଲ କରିବେ । ଶତ୍ରୁ ତଥା ଦୁର୍ଜନମାନେ ପରାଜିତ ହେବ । ବିଭିନ୍ନ ଘଟଣାବଳୀରୁ ଜଣାପଡିବ ଯେ ଆଜି ଦିନଟିରେ ଆପଣଙ୍କର ଭାଗ୍ୟ ଅନୁକୂଳ ଅଛି । ସମାଜିକ ଜୀବନରେ ପ୍ରତିଭା ଓ ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ସ୍ୱଚ୍ଛଳତାର ବୃଦ୍ଧି ବି ହୋଇପାରେ ।

TODAY ODIA HOROSCOPE
TODAY ODIA HOROSCOPE (CANCER)

ସିଂହ: ସମସ୍ତ ଦୃଷ୍ଟିକୋଣରୁ ଆଜିଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ପରିବାର ସହିତ ହସଖୁସୀରେ କଟିବ, କିନ୍ତୁ ପରିସ୍ଥିତି ସାଧାରଣ ହିଁ ରହିବ । ଯଦି ଆପଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ପରିବାରର ସମସ୍ତେ ଆପଣଙ୍କ ପଛରେ ଛିଡା ହେବେ । ଆର୍ଥିକ ଲାଭର ଅଭାବ ରହିବ, ନୂଆ ସମ୍ପର୍କ ସୃଷ୍ଟି କରି ଆପଣ ଏହି ଅଭାବକୁ ଦୂର କରିବାରେ ସମର୍ଥ ହେବେ ।

TODAY ODIA HOROSCOPE
TODAY ODIA HOROSCOPE (LEO)

କନ୍ୟା: ଆପଣ ଅନ୍ୟମାନଙ୍କୁ ନିଜର ନମ୍ର-ବ୍ୟବହାର ଏବଂ ମିଠା କଥାରେ ପ୍ରଭାବିତ କରିପାରିବେ । ଏହା ଆପଣଙ୍କୁ ଅନେକ ପ୍ରକାରରେ ସାହାଯ୍ୟ କରିବ । ବୌଦ୍ଧିକ ଦୃଷ୍ଟିକୋଣରୁ ଆପଣଙ୍କର ବିକାଶ ହେବ । ଆପଣଙ୍କ ଦୃଷ୍ଟିକୋଣରେ ମଧ୍ୟ ହଠାତ୍‌ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ, ଉଭୟ ଶାରିରୀକ ଏବଂ ମାନସିକ ଭଲ ରହିବ । କେତେକ ଭଲ ଖବର ଆପଣଙ୍କ ଅପେକ୍ଷାରେ ଅଛି ।

TODAY ODIA HOROSCOPE
TODAY ODIA HOROSCOPE (VIRGO)

ତୁଳା: ଆପଣ ଆପଣଙ୍କ ପ୍ରିୟଜନଙ୍କ ସହ ଯଥେଷ୍ଟ ସମୟ ଅତିବାହିତ କରିବେ ଓ ସେମାନଙ୍କ ସହ ବାହାରକୁ ଖାଇବା ପିଇବାକୁ ମଧ୍ୟ ଯାଇପାରନ୍ତି । ଯାହାଦ୍ଵାରା ଆପଣ ସେମାନଙ୍କୁ ନିଜର ଅଧିକ ନିକଟକୁ ଆଣିପାରନ୍ତି । ଆପଣ ସେମାନଙ୍କୁ ଉପହାର ଆଦି ଦେଇ ଆଜି ସେମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିବେ । ଆର୍ଥିକ ଭାବରେ ସ୍ଥିତି ସ୍ବଚ୍ଛଳ ରହିବ ।

TODAY ODIA HOROSCOPE
TODAY ODIA HOROSCOPE (LIBRA)

ବିଛା: ଆଜି ଶତ୍ରୁ ବୃଦ୍ଧି ହୋଇପାରନ୍ତି । ଆପଣଙ୍କ ଆଖପାଖର ଲୋକ କ୍ଷତି କରିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିପାରନ୍ତୁ । ଏଥିପ୍ରତି ଆପଣ ଆଜି ସତର୍କ ରୁହନ୍ତୁ । କୋର୍ଟ କଚେରି କାର୍ଯ୍ୟକୁ ଅନ୍ୟଦିନକୁ ଘୁଞ୍ଚାଇ ଦିଅନ୍ତୁ । ଭାବନାରେ ବହି ଯାଇ କୌଣସି ନିଷ୍ପତ୍ତି ଶୀଘ୍ର ନିଅନ୍ତୁ ନାହିଁ, କାରଣ ସେଗୁଡିକ ଠିକ ଲାଗିପାରେ କିନ୍ତୁ ପରେ ଅତ୍ୟଧିକ ଅବ୍ୟବହାରିକ ଭଳି ଲାଗିପାରେ

TODAY ODIA HOROSCOPE
TODAY ODIA HOROSCOPE (SCORPIO)

ଧନୁ: ଆପଣ ଆପଣଙ୍କର ‍ଅର୍ଥ ଭଲ ଭାବରେ ପରିଚାଳନା କରିବେ । ଆପଣଙ୍କ କାର୍ଯ୍ୟ ସଫଳତାର ସହିତ ସମାପ୍ତ କରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ତାଙ୍କ କାମରେ ସାହାଯ୍ୟ କରିବେ । ଆଜି ଆପଣ ବ୍ୟବସାୟ ସମ୍ପର୍କିତ କେତେକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ବ୍ୟବସାୟ କାମରେ ଭ୍ରମଣ କରିପାରନ୍ତି । ଆପଣଙ୍କ ବୁଦ୍ଧି ଏବଂ ନିପୁଣତା ଦେଖି ଆପଣଙ୍କ ବରିଷ୍ଠ ଅଧିକାରୀ ପ୍ରଭାବିତ ହେବେ ଏବଂ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି ।

TODAY ODIA HOROSCOPE
TODAY ODIA HOROSCOPE (SAGITTARIUS)

ମକର: ଆପଣଙ୍କୁ ଆଜି ଆପଣଙ୍କ ପାଇଁ ସଠିକ ଜୀବନସାଥୀ ମିଳିବାର ଅନେକ ସମ୍ଭାବନା ଅଛି ଓ ଆପଣ ତାଙ୍କୁ ନିଜ ମନକଥା କହିବେ । ଅର୍ଥ ଆଗମନର ପଥ ସୁଗମ ହେବ । ମାନସୀକ ଓ ଶାରୀରିକ ଭାବରେ ସମ୍ପୂର୍ଣ୍ଣ ସୁସ୍ଥ ରହିବେ । ବ୍ୟବସାୟରେ ଲାଭବାନ ହେବେ । କର୍ମସ୍ଥଳରେ ପ୍ରଶଂସିତ ହେବ ।

TODAY ODIA HOROSCOPE
TODAY ODIA HOROSCOPE (CAPRICORN)

କୁମ୍ଭ: ବହୁ ଅସନ୍ତୋଷ ଯୋଗୁଁ ମନ ଭାରାକ୍ରାନ୍ତ ରହିବା ସହିତ ଉତ୍ତେଜନା ଓ କ୍ରୋଧ ପ୍ରକାଶ ପାଇବ । ଭଗବାନଙ୍କୁ ପ୍ରାର୍ଥନା ଓ ଧ୍ୟାନରତ ହେଲେ ମାନସିକ ଶାନ୍ତି ଫେରିଆସିପାରେ । ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଆପଣଙ୍କ ନୈରାଶବାଦୀ ଭାବ ଅନ୍ୟ କାହା ମନରେ ଆଘାତ ନଦେବାକୁ ଆପଣ ଆଦୌ ଖରାପ ଭାଷା ବ୍ୟବହାର କରନ୍ତୁ ନାହିଁ । ପରିବାରର କୌଣସି ଏକ ଶୁଭକର୍ମ ପାଇଁ ଖର୍ଚ୍ଚର ପରିମାଣ ବଢିଯାଇପାରେ ।

TODAY ODIA HOROSCOPE
TODAY ODIA HOROSCOPE (AQUARIUS)

ମୀନ: ଆଜି ଗ୍ରହ ଆପଣଙ୍କ ସପକ୍ଷରେ ଅଛନ୍ତି । ସମସ୍ତ ପ୍ରକାର କଳାରେ ଆପଣ ଉଚ୍ଚ ସ୍ତରର କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ । ବ୍ୟବସାୟରେ ନୂଆ ପାର୍ଟନରସିପ୍‌ ପାଇଁ ଏହା ହେଉଛି ଉତ୍କୃଷ୍ଟ ସମୟ । ଦୈନଦିନ କାର୍ଯ୍ୟର ପ୍ରାୟ ସମସ୍ତ ସମାପ୍ତ କରିସାରିଲା ପରେ ଆପଣ ଆନନ୍ଦ ଉପଭୋଗ କରିବା ପାଇଁ ଚାହିଁବେ । ପ୍ରିୟଜନଙ୍କ ସହିତ ପାର୍ଟି କରିବାକୁ ଚାହିଁବେ କିମ୍ୱା ବାହାରକୁ ଯିବାକୁ ଚାହିଁବେ । ସଫଳତା ପାଇଁ ଆପଣ ଖ୍ୟାତି ଅର୍ଜନ କରିବେ ।

TODAY ODIA HOROSCOPE
TODAY ODIA HOROSCOPE (PISCES)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.