ଗୌହାଟିର ଉମାନନ୍ଦା ମନ୍ଦିରରେ ଠାବ ହେଲା ବେଙ୍ଗଲ ଟାଇଗର - ଗୌହାଟିର ଉମାନନ୍ଦା ମନ୍ଦର
🎬 Watch Now: Feature Video
ଦିସପୁର: ଗୌହାଟିର ଉମାନନ୍ଦା ମନ୍ଦରରେ ବୁଲୁଛି ବେଙ୍ଗଲ ଟାଇଗର ! ମଙ୍ଗଳବାର ବ୍ରହ୍ମପୁତ୍ର ନଦୀରେ ବେଙ୍ଗଲ ଟାଇଗର ପହଁରୁଥିବା ବେଳେ ଉମାନନ୍ଦ ଘାଟ ଏବଂ କସରୀ ଘାଟର ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ନଦୀ ପାର ହୋଇ ବେଙ୍ଗଲ ଟାଇଗର ନଦୀ ମଝିରେ ଥିବା ଶିବ ମନ୍ଦିରରେ ପହଞ୍ଚିଥିଲା । ମନ୍ଦିରରେ ଭକ୍ତମାନେ ପୂଜା କରୁଥିବା ସମୟରେ ମନ୍ଦିର ଚାରିପଡେ ବୁଲିଥିବା ବେଙ୍ଗଲ ଟାଇଗର । ଯାହାକୁ ଦେଖି ଭୟଭୀତ ହୋଇଥିଲେ ଭକ୍ତ । ଏହାପରେ ଗୌହାଟିର ଉମାନନ୍ଦା ମନ୍ଦିରକୁ ବନ୍ଦ ରଖିଛି ଜିଲ୍ଲା ପ୍ରଶାସନ ।
Last Updated : Feb 3, 2023, 8:36 PM IST