କଟକରେ ପୂଜା ମଣ୍ଡପ ବୁଲିଲେ ମନ୍ତ୍ରୀ ଅଶୋକ ପଣ୍ଡା - କଟକର ତାରକସି କାମ
🎬 Watch Now: Feature Video
ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି ମନ୍ତ୍ରୀ ଅଶୋକ ମଣ୍ଡପ । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ମେୟର ଓ ନିଜର ଦଳୀୟ କର୍ମୀଙ୍କ ସହ ମିଶି ସହରର ସମସ୍ତ ପୂଜା ମଣ୍ଡପ ବୁଲି ମାଙ୍କର ଦର୍ଶନ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଏନେଇ କଟକରେ ବୁଲି ବେଶ ଆନନ୍ଦ ଓ ଗର୍ବ ଅନୁଭବ କରିଛନ୍ତି ମନ୍ତ୍ରୀ । ଏହାଛଡା କଟକର ତାରକସି କାମକୁ ନେଇ ସାରା ଭାରତ ବର୍ଷରେ ରାଜ୍ୟ ବେଶ ଗର୍ବନିତଚ କରୁଥିବା ନେଇ ମନ୍ତ୍ରୀ ।
ଇଟିଭି ଭାରତ, କଟକ
Last Updated : Feb 3, 2023, 8:28 PM IST