Viral Video: ବିନା ନିମନ୍ତ୍ରଣରେ ଭୋଜି ଖାଇବାକୁ ପହଞ୍ଚିଲେ MBA ଛାତ୍ର, ଏମିତି କହିଲେ ବର - ଏମବିଏ ଛାତ୍ର ଭାଇରାଲ ଭିଡିଓ

🎬 Watch Now: Feature Video

thumbnail

By

Published : Dec 2, 2022, 10:29 PM IST

Updated : Feb 3, 2023, 8:34 PM IST

ପାଟନା: ମଧ୍ୟପ୍ରଦେଶ ପରେ ଏବେ ବିହାରରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି (MBA students reached Wedding to eat feast)। ଯେଉଁଥିରେ ଜଣେ ଏମବିଏ ପଢୁଥିବା ଛାତ୍ର ବିନା ନିମନ୍ତ୍ରଣରେ ଭୋଜି ଖାଇବାକୁ ଏକ ବିବାହ ଉତ୍ସବରେ ପହଞ୍ଚିଛନ୍ତି । ଭାଇରାଲ ଭିଡ଼ିଓରେ ଛାତ୍ର ଜଣକ ବର ସହିତ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି । ଛାତ୍ର ଜଣକ ଭୋଜି ଖାଇବା ଦ୍ବାରା ବର ପକ୍ଷକୁ କୌଣସି ଅସୁବିଧା ହେବ କି ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି । ଶୁଣନ୍ତୁ କଣ କହୁଛନ୍ତି ବର ପକ୍ଷ ।
Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.