ସାମି ସାମି ଗୀତରେ କୁନି ଝିଅର କ୍ୟୁଟ୍ ଡ୍ୟାନ୍ସ, ଭିଡିଓ ଭାଇରାଲ - ସାମି ସାମି ଗୀତରେ କୁନି ଝିଅର ଠୁମକା

🎬 Watch Now: Feature Video

thumbnail

By

Published : Sep 14, 2022, 5:08 PM IST

Updated : Feb 3, 2023, 8:27 PM IST

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି କୁନି ଝିଅର ସାମି ସାମି ଗୀତରେ ଠୁମ୍‌କା (little girl performance in sami sami song video goes viral in social media )। ଭିଡିଓଟି କେଉଁଠିକାର ଜଣା ପଡିନଥିଲା ବେଳେ ସୋସିଆଲ ମଡିଆରେ ବେଶ ଲୋକପ୍ରିୟ ହେବାରେ ଲାଗିଛି । ନିକଟରେ ପରଦାକୁ ଆସି ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁଷ୍ପାର ସାମି ସାମି ଗୀତକୁ ବେଶ ଦର୍ଶକୀୟ ଆଦୃତି ମିଳିଥିଲା । ତେବେ ଏହି ଭିଡିଓରେ ମଧ୍ୟ ଅବିକଳ ସେହି ଗୀତର ଭଙ୍ଗୀରେ ଠୁମକା ଲଗାଉଛନ୍ତି ଏହି କୁନି ଛାତ୍ରୀଜଣଙ୍କ । ଯାହା ଏବେ ସୋସିଆଲ ମିଡିଆରେ ବେଶ ଲୋକପ୍ରିୟତା ସାଉଁଟିବାରେ ଲାଗିଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.