୩ୟ ମହଲାରୁ ପଡି ଶ୍ରମିକ ମୃତ, CCTVରେ କଏଦ ମୃତ୍ୟୁର ଲାଇଭ ଭିଡିଓ - ୩ୟ ମହଲାରୁ ପଡି ଶ୍ରମିକ ମୃତ
🎬 Watch Now: Feature Video
ଗାନ୍ଧୀନଗର: ଗୁଜୁରାଟ ସୁରଟରେ ଘଟିଛି ଛାତିଥରା ଘଟଣା । ଏକ ଗୋଦାମରେ କାମ କରୁଥିବା ଶ୍ରମିକ ୩ୟ ମହଲାରୁ ଖସି ପଡ଼ିବା ଦ୍ବାରା ତାଙ୍କର ମୃତ୍ୟୁ ଘଟିଛି (Laborer dies due to falling from third floor in Surat) । ସେ ଛାତ ଉପରୁ ତଳକୁ କୌଣସି ଜିନିଷ ଫିଙ୍ଗୁଥିବା ବେଳେ ହଠାତ ସନ୍ତୁଳନ ରକ୍ଷା କରିପାରିନଥିଲେ ଓ ତଳକୁ ଖସି ପଡ଼ିଥିଲେ । ଫଳରେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ନିକଟରେ ଥିବା ସିସିଟିଭି କ୍ୟାମରାରେ କଏଦ ହୋଇଛି । ଦେଖନ୍ତୁ ମୃତ୍ୟୁର ଲାଇଭ ଭିଜୁଆଲ
Last Updated : Feb 3, 2023, 8:35 PM IST