ଧରାଧାମରୁ ମେଲାଣି ନେଉଛନ୍ତି ଜଗତଜନନୀ, ଶୋଭାଯାତ୍ରାରେ ଦୁଲୁକୁଛି କଟକ ସହର - କଟକର ଭସାଣ ପର୍ବ
🎬 Watch Now: Feature Video
କଟକ: ଶାନ୍ତି ଶୃଙ୍ଖଳାର ସହ ଚାଲିଛି କଟକର ଭସାଣ ପର୍ବ । ସବୁଠାରୁ ବଡ଼ କଥା ହେଉଛି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ମେଲାଣି ପର୍ବରେ ସାମିଲ ହୋଇଛନ୍ତି । ଯାହାକି ଭାଇଚାରାର ଉଦାହରଣ ସୃଷ୍ଟି କରିଛି। ତେବେ କଟକରେ କିପରି ଚାଲିଛି ଭସାଣ ଉତ୍ସବ ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।
Last Updated : Feb 3, 2023, 8:29 PM IST