thumbnail

By

Published : Sep 10, 2022, 10:43 PM IST

Updated : Feb 3, 2023, 8:27 PM IST

ETV Bharat / Videos

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା: ପ୍ରବଳ ବର୍ଷାରେ ଭାସିଗଲା ଘର

ଡେରାଡୁନ: ଉତ୍ତରାଖଣ୍ଡ ପିଥୋରାଗଡରେ ବାଦଲ ଫଟା ବର୍ଷା ଫଳରେ ସ୍ଥିତି ଅଣାୟତ ହୋଇଛି । ପ୍ରବଳ ବର୍ଷାରେ ଧର୍ଚୁଲା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରବଳ ଜଳସ୍ରୋତରେ ଘର ଓ ଦୋକାନଗୁଡିକ ନିମିଷକରେ ଭାସି ଯାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ରାସ୍ତାଘାଟ ଧୋଇଯିବା ଫଳରେ ସାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଦେଛନ୍ତୁ ପ୍ରବଳ ଜଳସ୍ରୋତରେ କିପରି ଭାସୁଛି ଘର ।
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.