thumbnail

By

Published : Oct 24, 2022, 4:07 PM IST

Updated : Feb 3, 2023, 8:29 PM IST

ETV Bharat / Videos

ଦୁଇ ବର୍ଷ ପରେ ଦୀପାବଳି ପାଳିବେ କଟକବାସୀ, ଜମୁଛି ବାଣ ବ୍ୟବସାୟ

କଟକ: ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ବାଣ ଫୁଟାଇବାର ପରମ୍ପରା ରହିଛି। ଦୀର୍ଘ ଦୁଇ ବର୍ଷର କଟକଣା ପରେ ବାଣ ଫୁଟାଇ ଧୁମଧାମରେ ଦୀପାବଳି ପାଳନ କରିବେ କଟକବାସୀ। ଏହି ପରିପ୍ରେକ୍ଷୀରେ ସହରରେ ଜମୁଛି ବାଣ ବ୍ୟବସାୟ। ପାଗ ଅନୁକୂଳ ରହିଥିବାରୁ ସନ୍ଧ୍ୟା ସୁଦ୍ଧା ବାଣ ବ୍ୟବସାୟ ଭଲ ହେବ ବୋଲି ଆଶା କରିଛନ୍ତି ବାଣ ବ୍ୟବସାୟୀ । ଇଟିଭି ଭାରତ, କଟକ
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.