Digital Dialogue: ସର୍ବବୃହତ ହକି ଷ୍ଟାଡିୟମରେ ଭାରତର ଅଭିଯାନ ରୋମାଞ୍ଚକ ହେବ: କ୍ରୀଡା ସମୀକ୍ଷକ ସମ୍ବିତ ମହାପାତ୍ର - କ୍ରୀଡା ସମୀକ୍ଷକ ସମ୍ବିତ ମହାପାତ୍ରଙ୍କ ସହ ସାକ୍ଷାତକାର
🎬 Watch Now: Feature Video
ଭୁବନେଶ୍ବର: ଆସନ୍ତା ଜାନୁୟାରୀରୁ ଭୁବନେଶ୍ବର ଓ ରାଉରକେଲାରେ ହେବ ପୁରୁଷ ହକି ବିଶ୍ବକପ । ଏଥିପାଇଁ ଉଭୟ ସହର ସମେତ ସରକାର ପ୍ରସ୍ତୁତ । ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରୁ ଭାରତ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଏନେଇ ଉତ୍ସାହିତ କ୍ରୀଡା ପ୍ରେମୀ । ଉତ୍ସାହିତ ରାଜ୍ୟବାସୀ । ତେବେ ଭାରତର ପ୍ରସ୍ତୁତି, ଭବିଷ୍ୟତ ଓ ବିଶ୍ବକପକୁ ନେଇ ବରିଷ୍ଠ କ୍ରୀଡା ସମୀକ୍ଷକ ସମ୍ବିତ ମହାପାତ୍ରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ବ୍ୟୁରୋ ଚିଫ ଲାଲ ମୋହନ ପଣ୍ଡା, ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ।
Last Updated : Feb 3, 2023, 8:38 PM IST