thumbnail

Digital Dialogue: ଆରମ୍ଭ ହୋଇଛି ଟ୍ରେନିଂ, ଭବିଷ୍ୟତରେ ରାଜ୍ୟରୁ ବାହାରିବେ ଦକ୍ଷ ଖେଳାଳି

By

Published : Sep 3, 2022, 5:17 PM IST

Updated : Feb 3, 2023, 8:27 PM IST

ଭୁବନେଶ୍ବର: ଓଡ଼ିଶାରେ ପୁଣି ଥରେ ଆୟୋଜନ ହେବାକୁ ଯାଉଛି ବିଶ୍ବକପ ହକି ଟୁର୍ଣ୍ଣାମେଣ୍ଟ । ୨୦୨୩ର ଏହି ବିଶ୍ବକପ୍‌ ପୁଣି ଦ୍ବିତୀୟ ଐତିହାସକ ସ୍ମୃତି ତିଆରି କରିବାକୁ ଯାଉଛି । ଭାରତର ଖେଳାଳିମାନେ ଏବେଠୁ ପ୍ରସ୍ତୁତି ଆରମ୍ଭ କଲେଣି । ତେବେ ଆଶା କରାଯାଉଛି ବିଶ୍ବର ସର୍ବଶ୍ରେଷ୍ଠ ୩ଟି ଟିମ ମଧ୍ୟରେ ରହିବ ଟିମ ଇଣ୍ଡିଆ । ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ କିଛି ଏମିତି ଆଶା ବାନ୍ଧିଛନ୍ତି । ଆଜିର ଡିଜିଟାଲ ଡାଇଲଗରେ ଆମ ସହିତ ଅଛନ୍ତି ଦିଲୀପ ତିର୍କୀ । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ଓଡିଶା ବ୍ୟୁରୋ ଚିଫ୍ ଲାଲମୋହନ ପଣ୍ଡା ।
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.