thumbnail

By

Published : Oct 25, 2022, 7:05 AM IST

Updated : Feb 3, 2023, 8:30 PM IST

ETV Bharat / Videos

ବାଣ ଫୁଟାଇ ଦୀପାବଳି ପାଳିଲେ CRPF ଯବାନ

ଶ୍ରୀନଗର: ଆଜି ଆଲୋକର ପର୍ବ ଦୀପାବଳି । ଦୀର୍ଘ ଦୁଇ ବର୍ଷ ପରେ ଧୁମଧାମରେ ଦୀପାବଳିକୁ ପାଳନ କରୁଛନ୍ତି ଦେଶବାସୀ । ଏହି କ୍ରମରେ ଦେଶ ସେବାରେ ନିୟୋଜିତ ଥିବା CRPF ଯବାନମାନେ ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଦୀପାବଳି ପାଳନ କରିଛନ୍ତି ।
Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.