Hockey World Cup Opening Ceremony: ବାରବାଟୀରେ ଭବ୍ୟ ଉତ୍ସବ, ଟ୍ରଫି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ - ବିଶ୍ବକପ ଟ୍ରଫି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ
🎬 Watch Now: Feature Video
କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଛି ହକି ବିଶ୍ବକପ ୨୦୨୩ ଉଦ୍ଘାଟନୀ ଉତ୍ସବ । ଏହି ଉତ୍ସବରେ ବିଶ୍ବକପରେ ଭାଗନେଇଥିବା ସମସ୍ତ ୧୬ ଦଳର ଖେଳାଳିଙ୍କୁ ଓଡ଼ିଶାକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଆତିଥ୍ୟତା ପାଇଁ ପରିଚିତ ଏବଂ ବାହାରୁ ଆସିଥିବା ସମସ୍ତେ ନିଶ୍ଚିତ ଭାବରେ ଓଡ଼ିଶାରୁ ଭଲ ଅନୁଭବ ନେଇ ଯିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ହକି ବିଶ୍ବକପ ଟ୍ରଫି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Last Updated : Feb 3, 2023, 8:38 PM IST