ଗୁଜୁରାଟ ଝୁଲା ପୋଲ ଟ୍ରାଜେଡି, ସାମ୍ନାକୁ ଆସିଲା ପୋଲ ଛିଡିବାର ଦୃଶ୍ୟ - ଝୁଲା ପୋଲ ଅଘଟଣର ସିସିଟିଭି ଫୁଟେଜ୍
🎬 Watch Now: Feature Video
ଗାନ୍ଧୀନଗର: ମୋରବି ଝୁଲା ପୋଲ ଅଘଟଣ ସାରା ଦେଶକୁ ଦୋହଲାଇ ଦେଇଛି । ଖୁସିରେ ଲୋକେ ଝୁଲା ପୋଲରେ ଛିଡା ହୋଇଥିବା ବେଳେ ମାତ୍ର କିଛି ସେକେଣ୍ଡରେ ସବୁକିଛି ଶେଷ ହୋଇଯାଇଥିଲା । ଏବେ ସାମ୍ନାକୁ ଆସିଛି ଝୁଲାପୋଲ ଛିଡିବା ସମୟର ଦୃଶ୍ୟ । CCTVରେ କଏଦ ହୋଇଥିଲା ସେହି ଛାତିଥରା ଅଘଟଣର ଦୃଶ୍ୟ ।
Last Updated : Feb 3, 2023, 8:30 PM IST