ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ପାଳିଲା BSF

By

Published : Aug 12, 2022, 7:54 PM IST

Updated : Feb 3, 2023, 8:26 PM IST

thumbnail
ଭୁବନେଶ୍ବର: ଧୀନତାର 75 ବର୍ଷ ଅବସରରେ ଦେଶ ପାଳୁଛି "ଆଜାଦି କି ଅମୃତ ମହୋତ୍ସବ" । ଏନେଇ ପ୍ରତିଟି ଘରେ ଜାତୀୟ ପତାକା ଲଗାଇବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଇଛନ୍ତି । ତେବେ ଏହି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭୁବନେଶ୍ବର ବିଏସଏଫ ପକ୍ଷରୁ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଏସଏଫ ଯବାନ ମାନଙ୍କ ଦ୍ବାରା ଏହି ସଚେତନତା ରାଲି ଗଜପତିନଗର ସ୍ଥିତ ଗ୍ରୁପ ହେଡ କ୍ବାର୍ଟରରୁ ଇନ୍ଫୋସିଟି ପର୍ଯ୍ୟନ୍ତ ଯାଇଥିଲା । ତେବେ ଏହି ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ ବିଏସଏଫ ଆଇ ଜି ସତୀଶ ଚନ୍ଦ୍ର ବୁଡାକୋଟି ।
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.