Vote Counting: ଶେଷ ଦିନରେ ଅନୁଗୋଳରେ ଜାରି ରହିଛି ଭୋଟ ଗଣତି

By

Published : Feb 28, 2022, 10:53 AM IST

Updated : Feb 3, 2023, 8:18 PM IST

thumbnail
ଅନୁଗୋଳ: ଜାରି ରହିଛି ଭୋଟ ଗଣତି। ପଞ୍ଚାୟତ ନିର୍ଵାଚନ ଭୋଟ ଗଣନାର ଶେଷ ଦିନରେ ଜିଲ୍ଲାର ଅନେକ ହେଭିୱେଟ ନେତାଙ୍କ ଭାଗ୍ୟ ଖୋଲିବ। ଆଜି 4ଟି ବ୍ଲକରେ ଦୁଇଟି ଲେଖାଏଁ ଜୋନର ଭୋଟ ଗଣତି ଜାରି ରହିଛି। ଗତକାଲି ସୁଦ୍ଧା 28ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ 15ଟି ଆସନ ବିଜେଡି ହାତକୁ ଯାଇଛି। ତେବେ କେବଳ ଗୋଟିଏ ଜୋନ (15ନଂ) ବିଜେପି ଅକ୍ତିଆର କରିପାରିଛି। 15ନଂ ଜୋନକୁ ହାତେଇବା ପାଇଁ ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍କର ହୋଇଥିବାବେଳେ ବିଜେପି ପ୍ରାର୍ଥୀ 289 ଖଣ୍ଡ ଭୋଟରେ ବିଜୟୀ ହୋଇଛି। ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.