thumbnail

By

Published : Mar 22, 2022, 5:00 PM IST

Updated : Feb 3, 2023, 8:20 PM IST

ETV Bharat / Videos

Municipal Poll: ଦିଗପହଣ୍ଡି NACର ଅଧ୍ୟକ୍ଷ ପାଇଁ ଲଢୁଛନ୍ତି ସାମ୍ବାଦିକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି NACର ଅଧ୍ୟକ୍ଷ ପଦବୀ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦିତା କରୁଛନ୍ତି ସାମ୍ବାଦିକ ହରପ୍ରସାଦ ରଥ। ଦିଗପହଣ୍ଡି ଅଞ୍ଚଳର ଜଣେ ସୁସାହିତ୍ୟକ ଠାରୁ ଆରମ୍ଭ କରି ଆଇନଜୀବୀ ଏବଂ ଜଣେ ସାମ୍ବାଦିକ ଭାବରେ ଦୀର୍ଘ ବର୍ଷ ଧରି ଲୋକଙ୍କ ସୁଖଦୁଃଖର ସାଥୀ ହୋଇଥିବା ବେଳେ ସେ ଚଳିତବର୍ଷ ଅଞ୍ଚଳବାସୀଙ୍କ ଅନୁରୋଧ ରକ୍ଷା କରି ପ୍ରାର୍ଥୀ ହୋଇଥିବା କହିଛନ୍ତି । ଏହି ଅବସରରେ ସ୍ବାଧୀନ ପ୍ରାର୍ଥୀ ହରପ୍ରସାଦ ରଥଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର କୁମାର ଆଚାର୍ଯ୍ୟ ।
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.