ରଙ୍ଗ କି ଫଗୁ ନୁହେଁ, ଫୁଲରେ ଖେଳାଯାଏ ହୋଲି - କଟକ ହୋଲି ପାଳନ ଖବର
🎬 Watch Now: Feature Video
କଟକ: ସମସ୍ତେ ଫଗୁ କିମ୍ବା ରଙ୍ଗରେ ହୋଲି ପାଳନ କରିଥାନ୍ତି । ଏକଥା ପ୍ରାୟ ସମସ୍ତଙ୍କୁ ଜଣା । କିନ୍ତୁ କଟକର ଏମିତି ଏକ ସ୍ଥାନ ଅଛି ଯେଉଁଠି ରଙ୍ଗ କିମ୍ବା ଫଗୁରେ ନୁହେଁ ବରଂ ଫୁଲରେ ଏହି ହୋଲି ପର୍ବ ପାଳନ କରାଯାଇଥାଏ । କିନ୍ତୁ କାହିଁକି ଫୁଲରେ ହୋଲି ଖେଳାଯାଏ ? କଣ ରହିଛି ଏହାର ପରମ୍ପରା ? ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ନାରାୟଣ ସାହୁ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST