କାଶତଣ୍ଡୀ ଫୁଲେ ଫୁଲେ ଆଶ୍ବିନ ଆସିଛି - ଶରତ ଋତୁକୁ କାଶତଣ୍ଡୀର ସ୍ବାଗତ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-4439390-thumbnail-3x2-kasatandi.jpg)
ଖୋର୍ଦ୍ଧା: ଋତୁଚକ୍ର ପରିବର୍ତ୍ତନର ତାଳେ ତାଳେ ବଦଳିଥାଏ ପ୍ରକୃତିକ ଚିତ୍ର । ଆଉ ଏହା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଦିଏ । ଆସି ଯାଇଛି ପାର୍ବଣ ଋତୁ । ଦିନ କେଇଟା ପରେ ଶାରଦୀୟ ଦୁର୍ଗା ପୁଜା, ଆଉ ମା’ଙ୍କୁ ସତେ ଯେପରି ଚାମର ହଲାଇ ଡାକୁଛି କାଶତଣ୍ଡୀ ଫୁଲ ।