ଶ୍ରୀମନ୍ଦିର ଦ୍ଵାର ଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତୀ - sreemandir
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9303486-thumbnail-3x2-gg.jpg)
ପୁରୀ: ବଡି ଭୋରରୁ ସମସ୍ତ ବିଧି ଓ ରୀତିନୀତିରେ ସମ୍ପନ୍ନ ହୋଇଛି ପତିତପାବନଙ୍କ ମଙ୍ଗଳ ଆଳତୀ । ପ୍ରଥମେ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ଵାର ଫିଟା ହୋଇଥିଲା। ଏହା ପରେ ହାତରେ ଘଣ୍ଟି, ଦୀପ ଓ ମନ୍ତ୍ରୋଚାରଣରେ ସମ୍ପନ୍ନ ହୋଇଥିଲା ଏହି ଆଳତୀ। ଯାହାକୁ ଦେଖିଲେ ଆତ୍ମବିଭୋର ହୋଇ ପଡୁଛି ମନ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ