ଶ୍ରୀମନ୍ଦିର ଦ୍ବାରଫିଟା ଓ ପ୍ରଭୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - puri temple
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10505298-thumbnail-3x2-temple.jpg)
ପୁରୀ: ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ । ସବୁଦିନ ପରି ବଡି ଭୋରୁ ଶ୍ରୀମନ୍ଦିର ଦ୍ବାର ଫିଟା ଓ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଛି । ସେବାୟତ ଓ ବଡପଣ୍ଡାମାନେ ସକାଳୁ ରିତି ନୀତି ସହ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରିଛନ୍ତି । ଘଣ୍ଟ ଘଣ୍ଟା ଶଙ୍ଖ ଓ ହୁଳହୁଳିରେ ପୁରି ଉଠୁଛି ସିଂହଦ୍ବାର ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 5, 2021, 9:54 AM IST