ବାଲୁକା କଳାରେ ସୁର ସାମ୍ରାଜ୍ଞୀଙ୍କୁ ଶୁଭେଚ୍ଛା, ଦେଖନ୍ତୁ ଭିଡିଓ - ସୁର ସାମ୍ରାଜ୍ଞୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8972880-thumbnail-3x2-lata.jpg)
ପୁରୀ: 91 ବର୍ଷରେ ପଦାର୍ପଣ କଲେ ସୁର ସାମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସକର । ଏହି ଅବସରରେ ବାଲୁକା କଳାରେ କୋକିଳ କଣ୍ଠୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।