thumbnail

ସ୍ୟାଣ୍ଡ ଆନିମେସନରେ ନୂଆଁଖାଇ ଶୁଭେଚ୍ଛା

By

Published : Sep 11, 2021, 4:29 PM IST

ପୁରୀ: ପବିତ୍ର ନୂଆଁଖାଇ ଦିବସ ଅବସରରେ ସ୍ୟାଣ୍ଡ ଆର୍ଟିଷ୍ଟ ସୁଦାମ ପ୍ରଧାନ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ କରି ନୂଆଁଖାଇର ଶୁଭେଚ୍ଛା ଦେଇଛନ୍ତି । ଏହି ସ୍ୟାଣ୍ଡ ଆନିମେସନରେ କୃଷି ଭିତ୍ତିକ ପର୍ବ ନୂଆଁଖାଇ ପାଇଁ ସେ କୃଷକଙ୍କୁ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି । ସେହିପରି ପଶ୍ଚିମ ଓଡିଶାର ଆରାଧ୍ୟ ଦେବୀ ମା ସମଲେଇଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଏହି ସ୍ୟାଣ୍ଡ ଆନିମେସନରେ ସ୍ଥାନ ଦିଆଯାଇଛି । ଏହି ସ୍ୟାଣ୍ଡ ଆନିମେସନଟି ବେଶ ଆକର୍ଷଣୀୟ ହୋଇଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.