ଯାଜପୁର ଜିଲ୍ଲା ସଟଡାଉନ, ଚାଲିଛି କଡା ଚେକିଂ - corona news jajpur
🎬 Watch Now: Feature Video
ଯାଜପୁର: ସାରା ରାଜ୍ୟରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରତ୍ୟେକ ଶନିବାର ଓ ରବିବାରକୁ ସଡ଼ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଯାଜପୁର ଜିଲ୍ଲାର ୧୦ ବ୍ଲକ ଓ ୨ଟି ପୌରପାଳିକାରେ ଦ୍ବିତୀୟ ଦିନରେ ଚାଲିଛି ସଟଡାଉନ । ଏହି ସଟଡାଉନ ଯୋଗୁ ଜିଲ୍ଲାର ପ୍ରତ୍ୟେକ ମୁଖ୍ୟ ସହର ଗୁଡିକରେ ପୋଲିସ ପକ୍ଷରୁ ଚାଲିଛି କଡା ଚେକିଂ। କେବଳ ଅତି ଆବଶ୍ୟକ ଦୋକାନ ବଜାରକୁ ଛାଡିଦେଲେ ଆଉ ସବୁ ଦୋକାନ ବନ୍ଦ ଅଛି। ସଟଡାଉନରେ କିଭଳି ରହିଛି ସ୍ଥିତି, ଏ ନେଇ ଚିତ୍ର ଦେଖାଇଛି ଇଟିଭି ଭାରତ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ