ବର୍ଷା ପାଇଁ ଚାଲିଛି ବେଙ୍ଗ ବେଙ୍ଗୁଲୀଙ୍କ ବାହାଘର - ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲୀଙ୍କ ବାହାଘର
🎬 Watch Now: Feature Video
ଅଗ୍ରତାଲା: କଥାରେ ଅଛି ବେଙ୍ଗ ବେଙ୍ଗୁଲିଙ୍କ ବିବାହ ହେଲେ ବର୍ଷା ହୁଏ । କାହିଁ କେଉଁ ଯୁଗରୁ ଲୋକଙ୍କ ମନରେ ଏହି ବିଶ୍ବାସ ରହିଛି । ତ୍ରିପୁରାରେ ବର୍ଷା ପାଇଁ ଭଗବାନଙ୍କ ପାଖରେ ମାନସିକ କରି ବେଙ୍ଗ ବେଙ୍ଗୁଲିଙ୍କ ବିବାହ କରାଯାଉଥିବାର ଦୃ୍ଶ୍ୟ ଦେଖିବାକୁ ମିଳିଛି । ବେଙ୍ଗ ବେଙ୍ଗୁଲିଙ୍କୁ ନୂଆ ପୋଷାକ ପିନ୍ଧାଇ,ଫୁଲମାଳ ଅଦଳବଦଳ କରିବା ସହିତ ବେଙ୍ଗ ବେଙ୍ଗୁଲି ମଥାରେ ସିନ୍ଦୁର ଦେଇଥିବାର ଦେଖିବାକୁ ମିଳିଛି ।