Budget 2022-23: ଚଳିତ ବଜେଟରେ କୌଣସି ନୂତନତା ନାହିଁ

By

Published : Feb 1, 2022, 5:34 PM IST

thumbnail

କଟକ: ଆଗତ ହୋଇଛି ଚଳିତ ୨୦୨୨-୨୩ ର ଆର୍ଥିକ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନା କରିଛନ୍ତି ବଜେଟ । ତେବେ ଏହି ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ। ଚଳିତ ବଜେଟରେ କୌଣସି ନୂତନତା ନଥିବା ସେ କହିଛନ୍ତି। ବିଶେଷକରି କୃଷକମାନଙ୍କ ପାଇଁ ସେପରି କିଛି ସ୍ୱତନ୍ତ୍ରତା ରଖା ଯାଇନଥିବା ବିଧାୟକ କହିଛନ୍ତି। କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.